marshalsblogs

Just another WordPress.com site

Archive for the month “February, 2020”

ସ୍ବାଧୀନତା ର ପ୍ରଥମ କୋଡିଏ ବର୍ଷ, ଗମନାଗମନ ପାଇଁ ରାସ୍ତା ଘାଟ ର ଏତେ ସୁବିଧା ନଥିଲା ।ସରକାର ଗୋଟିଏ ଉପ ଜିଲ୍ଲାପାଳ ଙ୍କୁ, ଦୁଇଟି ଓଟ, ଦୁଇଟି ଘୋଡା ଓ ଗୋଟିଏ ଜିପ୍ ଦେଇ ଥିଲେ ।ଉପ ଜିଲ୍ଲାପାଳ ବାହାରିଲେ ବାହାରିଲେ ଗୋଟିଏ ଶୋଭାଯାତ୍ରା ବାହାରୁ ଥିଲା ।

Post Navigation